Odia GK Hub📚
311 subscribers
113 photos
56 files
32 links
Welcome to Odia GK Hub, your one-stop destination for General Knowledge and Job Updates. Our channel provides.

- Job notifications for government and private sectors🎓

To Contact admin - @contactodiagkhub
Download Telegram
🔴 ALERT 🔴


February 2nd Week bhitare ODISHA POLICE SI EXAM ra bada update asiba👍
DOC-20260216-WA0001. (1).pdf
577.3 KB
DOC-20260216-WA0001. (1).pdf
RI EXAM RESULT✅
👍
🌸 ଶୁଭ ପଣା ସଂକ୍ରାନ୍ତି 🌸
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ଆପଣଙ୍କର ପ୍ରତିଟି ଶିକ୍ଷା ଓ ପ୍ରତିଯୋଗିତାମୂଳକ ଯାତ୍ରା ସଫଳତା ଆଡ଼କୁ ଅଗ୍ରସର ହେଉ।
ଆଜିର ଏହି ବିଶେଷ ଦିନରେ:
ହନୁମାନ ଜୟନ୍ତୀର ଶକ୍ତି ଓ ଭକ୍ତି ଆପଣଙ୍କ ସାଥୀରେ ରହୁ।
ଓଡ଼ିଆ ସଂସ୍କୃତିର ମହକ ଆପଣଙ୍କ ହୃଦୟକୁ ଛୁଇଁଯାଉ।
ନୂଆ ସଂକଳ୍ପ ସହ ନୂଆ ଉଦ୍ଦେଶ୍ୟରେ ଆଗକୁ ବଢ଼ନ୍ତୁ।
"ଶିକ୍ଷା ଓ ସଂସ୍କୃତିର ସମନ୍ୱୟରେ ଗଢ଼ିବା ଏକ ସୁନ୍ଦର ଓଡ଼ିଶା।"
ଶୁଭେଚ୍ଛା ସହ,
ଟିମ୍ ODIA GK HUB 📚🙏
📋 ପଶ୍ଚିମବଙ୍ଗ ୨୦୨୬ ନିର୍ବାଚନ EXIT POLL📋

📝Total Seat - 294📝

BJP+ 🏵️ ------ 180 (+/- 20)

TMC ☘️ -------- 110 (+/- 20)

CONG ✋🏻------ 2(+/-1)

OTHERS🎩---- 2
SI EXAM DATE📅
❤3
Be Prepared For Big Upcoming Recruitment🔥✌🏻
Kahithili Samasta nku October re SI Exam ra Update Asiba Nov re Exam Haba✌🏻🔥
👍1